Quotes

Audio

Read

Books


Write

Sign In

We will fetch book names as per the search key...

ଶବ୍ଦ ମଣୋହି | (Sabda Manohi)

By Bibhu Samanta


GENRE

Short Stories

PAGES

80

ISBN

1230000000110

PUBLISHER

StoryMirror

PAPERBACK ₹148
Rs. 148
Best Price Comparison
Seller Price
StoryMirror Best price ₹148
Amazon Price not available
Flipkart Price not available
Prices on other marketplaces are indicative and may change.
ADD TO CART




About the Author -


ଶୈଶବ ରୁ ସାହିତ୍ୟ ଅନୁରାଗୀ ମୁଁ, ମୋ ଜେଜେମା ଓ ବାପାଙ୍କ ଠାରୁ ଦେଉଳର ପୋଖରିଆ ଘର ଭିତରେ ଥିବା, କଳା ଦିଅଁଙ୍କ କଥା ଅନେକ ଶୁଣିଛି। ଲୋହିତ ପରିଧି ଭିତରେ ଶ୍ୱେତପଦ୍ମ ଡୋଳରେ ପତଙ୍ଗ ପରାଏ କେତେ ହଜିଛି। ସେଇଠୁ ପାଇଛି କଲମରେ ତାଙ୍କୁ ନିବେଦିବାକୁ କିଛି ଶବ୍ଦ । ଇଂରାଜୀ ମାଧ୍ୟମରେ ପଢି, ଓଡ଼ିଆ ସାହିତ୍ୟରେ ରୁଚି ରଖିବା, ଅନେକଙ୍କୁ ଆଶ୍ଚର୍ଯ୍ୟ କରେ, ମୁଁ ନିଜେ ବି ବିସ୍ମିତ ହୁଏ। 

ଜୀବନ ଜୀବିକା ପାଇଁ ପ୍ରଥମେ ଯାଜପୁର ସ୍ଥିତ ଏକ ଘରୋଇ ବହୁ ରାଷ୍ଟ୍ରୀୟ କମ୍ପାନୀ ରେ ଯନ୍ତ୍ରୀ ରୂପେ କାର୍ଯ୍ୟ କରି, ପରେ ଓଡ଼ିଶା ମାଟିରୁ ଅନେକ ଦୂର ଭୁଟାନ ଦେଶ ରେ ଏବେ କାରଖାନାରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଛି। କର୍ମ କ୍ଷେତ୍ରରେ ପଥର ରୁ ଇସ୍ପାତ ହେବା ପ୍ରକ୍ରିୟାର ତତ୍ତ୍ୱାବଧାନ ସତ୍ତ୍ୱେ ସାହିତ୍ୟ ମୋତେ ଛାଡ଼ି ପାରିନି। କଲମ ମୋର ଆହୁରି ଶାଣିତ ହୋଇଛି। ମଣିମାଙ୍କ ଏହା ବୋଧେ ନିର୍ଦେଶ , ତାକୁ ହିଁ ମାନି ନେଇଛି। ମୋର ପ୍ରଥମ ଗଳ୍ପ ସଂକଳନ " ଶବ୍ଦ ମଣୋହି" ର ଗଳ୍ପ ଗୁଡ଼ିକ,ତାଙ୍କ ଉପରେ ଆଧାରିତ। ତାଙ୍କ ଗୁଣ , ରୂପ ଓ ବିଭୂତି କୁ ନେଇ "ବିଭୁ" ଶବ୍ଦର ନୈବେଦ୍ୟ ଅର୍ପଣ କରୁଛି।








You may also like

Ratings & Reviews

5.0

Average based on 1 review.

Write a Review
5 star
1
4 star
0
3 star
0
2 star
0
1 star
0
Share your thoughts
Select rating
 Added to cart